Availability: In Stock

ହଁ ମୃତ୍ୟୁ ପରେବି ଜୀବନ, Hna, Mrutyu Pare Bi Jiban (A research narratives on death & after)

Original price was: ₹499.00.Current price is: ₹449.00.

Categories: , ,

Description

ମଣିଷ ମାରେ ନାହିଁ । ତା’ ଶରୀରର ମୃତ୍ୟୁ ହୁଏ ଯାହା। ତାର ମାନେ – ଯିଏ ଅସଲରେ ଭିତରେ ଥିଲା ତା’ର ମୃତ୍ୟୁ ହେଲା ନାହିଁ । *** ଆମେ ଯେଉଁଠାରେ ବସବାସ କରୁଛେ ତାହା ଯଦି “ଇହଲୋକ” କୁହାଯାଏ – ଆଉ କେଉଁ ଏକସ୍ଥାନ ଅଛି ପରଲୋକ ଯେଉଁଠାକୁ ସେ ଚାଲିଗଲେ। ମରିଗଲେ ନାହିଁ । *** ମୋ ମନରେ ସେହି ସନ୍ଧେହ ଉଙ୍କି ମାରୁଛି। ଯେତେବେଳେ ଜଣେ ମଣିଷ ମୃତ୍ୟୁବରଣ କରେ, କେତେକ କୁହନ୍ତି ସେ ଅଛି, ଆଉ କେତେକ କୁହନ୍ତି ସେ ନାହିଁ। ମୁଁ ଏହା ଜାଣିବାକୁ ଚାହେଁ । ଆପଣ ମତେ ଏହି ଶିକ୍ଷାଦାନ କରନ୍ତୁ । ମୃତ୍ୟୁର ରହସ୍ୟ କ’ଣ ? ମୃତ୍ୟୁର ଗୋପନ ତଥ୍ୟ କ’ଣ ? *** ମୁଁ କେଉଁଠାରୁ ଆସିଛି ? ମୁଁ ଯେତେବେଳେ ମରିଯିବି ମୋର କଣ ହେବ ? ମୁଁ କେଉଁଆଡେ ଯିବି ? ମୃତ୍ୟୁ ସେପାରିକୁ ଯାଇ ପରିବାର କିଛି ରାସ୍ତା ମୋ ପାଇଁ ଅଛି କି ? ଏହାହିଁ ଜିଜ୍ଞାସାରେ ଅୟଆରମ୍ଭ ।

Reviews

There are no reviews yet.

Be the first to review “ହଁ ମୃତ୍ୟୁ ପରେବି ଜୀବନ, Hna, Mrutyu Pare Bi Jiban (A research narratives on death & after)”

Your email address will not be published. Required fields are marked *