Description

ମାଦଳାପାଞ୍ଜି, ଚଇନିଚକଡ଼ା ଓ ଚକଡ଼ାପୋଥି, ଉଡ୍ର ରାଜବଂଶାବଳୀ ଓ ଜୟବିଜୟ ଶିଳାଲେଖରୁ ଓଡ଼ିଶା ରାଜାମାନଙ୍କର ରାଜଭୋଗ ବିବରଣୀ, ଶ୍ରୀଜଗନ୍ନାଥ ମନ୍ଦିର ଇତିହାସ, ମହାପ୍ରଭୁଙ୍କର ସେବାପୂଜା, ବିଭିନ୍ନ ପର୍ବପର୍ବାଣୀ, ଯାନିଯାତ୍ରା, ସେବକମାନଙ୍କର କର୍ତ୍ତବ୍ୟ, ଆୟବ୍ୟୟ ତାଲିକା ସହ ଶ୍ରୀମନ୍ଦିରକୁ କେନ୍ଦ୍ରକରି ଘଟିଯାଇଥିବା ଅନେକ ଘଟଣାବଳୀର ସୂଚନା ମିଳିଥାଏ। ଏହିସବୁ ଗ୍ରନ୍ଥରୁ ସମ୍ପୂର୍ଣ୍ଣ ଏ୍ୟୌତିହାସିକ ଚିତ୍ର ନ ମିଳିଲେ ମଧ୍ୟ ଅନେକ ଏ୍ୟୌତିହାସିକ ଉପାଦାନ ପ୍ରଦାନ କରିବାରେ ଗ୍ରନ୍ଥମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଗ୍ରନ୍ଥର ସ୍ରଷ୍ଟାମାନେ ସାହିତ୍ୟିକ ନ ଥିଲେ ମଧ୍ୟ ସେମାନଙ୍କର କଳ୍ପନାବିଳାସତା, କାହାଣୀ ଉପସ୍ଥାପନା ଶୈଳୀ ଓଡ଼ିଆ ସାହିତ୍ୟକୁ ବିଶେଷ ଭାବରେ ପ୍ରଭାବିତ କରିଆସୁଛି। ଏହି ସବୁ ଦୃଷ୍ଟିରୁ ଏହି ଗ୍ରନ୍ଥଗୁଡ଼ିକ ଅମୂଲ୍ୟ ସମ୍ପଦ ପରି ମନେହୁଏ।

Additional information

book-author

Reviews

There are no reviews yet.

Be the first to review “ମାଦଳାପାଞ୍ଜି ଓ ପ୍ରାଚୀନ ଗଦ୍ୟ ସୌରଭ Madala Panji & Prachin Gadya Sourabh (Odia)”

Your email address will not be published. Required fields are marked *