Availability: In Stock

Manyabara Mukhyamantri (Odia) ମାନ୍ୟବର ମୁଖ୍ୟମନ୍ତ୍ରୀ : ସମ୍ପର୍କ ଓ ସମ୍ପର୍କିତ

Original price was: ₹299.00.Current price is: ₹269.00.

Description

ଛାତ୍ରାବସ୍ଥାରୁ ସାହିତ୍ୟ ଓ ରାଜନୀତିର ଦୁଇ ଧାରାକୁ ସମନ୍ୱିତ କରି ନିଜର ସାରସ୍ୱତ ଜୀବନ ଯାତ୍ରା ଅବ୍ୟାହତ ରଖିଥିବା ସାହିତ୍ୟିକ ରାଜନୀତିଜ୍ଞ ହେଲେ, ପଞ୍ଚାନନ କାନୁନ୍‍ଗୋ। ରାଜ୍ୟର ପ୍ରାକ୍ତନ ଅର୍ଥମନ୍ତ୍ରୀ ଭାବରେ ସେ ଯେଉଁଭଳି ନିଜର ଦକ୍ଷତା ପଦର୍ଶନ କରିଛନ୍ତି, ଗଳ୍ପ-ଉପନ୍ୟାସ-ପ୍ରବନ୍ଧ ରଚନା କ୍ଷେତ୍ରରେ ମଧ୍ୟ ସେଇଭଳି ନିଜର ପ୍ରତିଭାର ପରିଚୟ ଦେଇଛନ୍ତି। କେବଳ କଳ୍ପନା ବିଳାସ ନୁହେଁ, ସାହିତ୍ୟ ସହ ରାଜନୀତି, ଅର୍ଥନୀତି, ସମାଜତତ୍ତ୍ୱ ତଥା ସାଂସ୍କୃତିକ ଅବବୋଧକୁ ଏକାଠି ଗୁନ୍ଥି ଶ୍ରୀ କାନୁନ୍‍ଗୋ ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିଛନ୍ତି। ବିଗତ କିଛି ଦଶନ୍ଧି ଧରି ଶ୍ରୀ କାନୁନ୍‍ଗୋ ନିୟମିତ ଭାବରେ ବିଭିନ୍ନ ସମ୍ବାଦ ପତ୍ରରେ ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଜଣେ ସ୍ତମ୍ଭକାର ଭାବରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି। ‘ମାନ୍ୟବର ମୁଖ୍ୟମନ୍ତ୍ରୀ’ ପୁସ୍ତକଟି ସେଇଭଳି ତାଙ୍କର ଅନୁଭୂତିସଂପନ୍ନ ରାଜନୀତିକ ସମ୍ପର୍କର ଏକ ସର୍ଜନାତ୍ମକ ଅଭିବ୍ୟକ୍ତି ।

Reviews

There are no reviews yet.

Be the first to review “Manyabara Mukhyamantri (Odia) ମାନ୍ୟବର ମୁଖ୍ୟମନ୍ତ୍ରୀ : ସମ୍ପର୍କ ଓ ସମ୍ପର୍କିତ”

Your email address will not be published. Required fields are marked *