Availability: In Stock

Samaya Samudra Swargadwara (Autobiography) ଅଧ୍ୟାପକ ବିଶ୍ୱରଂଜନଙ୍କ ଆତ୍ମଜୀବନୀ ‘ସମୟ ସମୁଦ୍ର ସ୍ୱର୍ଗଦ୍ୱାର’

Original price was: ₹749.00.Current price is: ₹599.00.

Description

ଗଣିତରେ ମୁଁ ଦୁର୍ବଳ। ତେଣୁ ଜୀବନ-ଗଣିତର ମିଶାଣ-ଫେଡ଼ାଣ, ଗୁଣନ-ହରଣ ମୁଁ ଶିଖିପାରି ନାହିଁ। ମୁଁ କେବଳ ଜୀବନକୁ ଭାବର ଉଚ୍ଛଳଧାରାରେ ବହିଯିବାର ଦେଖିଛି। ଲାଭକ୍ଷତିର ହିସାବ କରି ନାହିଁ। ବେଳାଭୂମିରେ ତଟସ୍ଥ ଦର୍ଶକଟିଏ ହୋଇ ବସିଛି। ଆଗରେ ଦେଖୁଛି, ଘନ ରହସ୍ୟରେ ଭରା ସମୁଦ୍ର। ପଛରେ ଦେଖୁଛି, ଅହର୍ନିଶି ନିଆଁ ଜଳିବାର ଦୃଶ୍ୟରେ ସ୍ୱର୍ଗଦ୍ୱାର। ଜୀବନ ଲିଭୁଥାଏ, ଜଳୁଥାଏ ଜୁଇ ହୋଇ। ନିରବରେ, ନିରବଧି ବହି ଚାଲିଥାଏ ସମୟର ନଈ। ସମୟ, ସମୁଦ୍ର, ସ୍ୱର୍ଗଦ୍ୱାର। ତା’ରି ଭିତରେ ଢେଉଢେଉକା ଜୀବନ ମୋର। ସାଗର ବେଳାରେ ଜନମ ମୋହର ମରଣରେ ସ୍ୱର୍ଗଦ୍ୱାର ସରଗ-ନରକ ଭେଦ ନ ଜାଣଇ ଜୀବନ ପ୍ରେମ ସାଗର।

Reviews

There are no reviews yet.

Be the first to review “Samaya Samudra Swargadwara (Autobiography) ଅଧ୍ୟାପକ ବିଶ୍ୱରଂଜନଙ୍କ ଆତ୍ମଜୀବନୀ ‘ସମୟ ସମୁଦ୍ର ସ୍ୱର୍ଗଦ୍ୱାର’”

Your email address will not be published. Required fields are marked *