Availability: In Stock

ଅଗମ୍ୟ ସ୍ଥାନର ଅଦୃଶ୍ୟ ଦ୍ବୀପ Agamya Sthanara Adrusya Dwyipa (Odia) Book

Original price was: ₹199.00.Current price is: ₹149.00.

Category:

Description

‘ଅଗମ୍ୟ ସ୍ଥାନର ଅଦୃଶ୍ୟ ଦ୍ବୀପ’ କେବଳ ଏକ କ୍ଷୁଦ୍ର ଗଳ୍ପର ସଂଗ୍ରହ ପୁସ୍ତକ ନୁହେଁ, ବରଂ ରହସ୍ୟ ଆଉ ରୋମାଞ୍ଚର ଏକ ସମନ୍ବୟ, ଯାହା ପାଠକଙ୍କୁ ଏକ ଅଦ୍ଭୁତ ଦୁନିଆକୁ ନେଇଯିବ; ଏପରି ଏକ ସଂସାର, ଯେଉଠି କଳ୍ପନାମାନେ ସତ ହୋଇଯାଆନ୍ତି। ଗଛ, ଲତା, ପଶୁ, ପକ୍ଷୀ ଆଦି କଥା କୁହନ୍ତି, ଆଉ କାହାଣୀମାନେ ଜୀବିତ ହୋଇଯାଆନ୍ତି। ଅଗମ୍ୟ ସ୍ଥାନ ଅର୍ଥାତ୍ ଯେଉ ସ୍ଥାନକୁ କେହି କେବେ ଯାଇ ନାହିଁ ଓ ଅଦୃଶ୍ୟ ଦ୍ବୀପ ଅର୍ଥାତ୍ ଯେଉ ଦ୍ବୀପକୁ କେହି କେବେ ଦେଖି ନାହିଁ। ଋଷ୍ ର ଅତି ପୁରାତନ ଲୋକକଥାକୁ ଆଧାର କରି ରଚନା କରାଯାଇଥିବା ଏହି ପୁସ୍ତକଟିକୁ ଯିଏ ପଢ଼ିବ, ସିଏ କାହାଣୀର ଯାଦୁକର, ରାଜକୁମାରୀ, ରାକ୍ଷସ ଅବା କଥା କୁହା ବେଙ୍ଗୁଲୀର ପ୍ରେମରେ ପଡ଼ିଯିବ।

Reviews

There are no reviews yet.

Be the first to review “ଅଗମ୍ୟ ସ୍ଥାନର ଅଦୃଶ୍ୟ ଦ୍ବୀପ Agamya Sthanara Adrusya Dwyipa (Odia) Book”

Your email address will not be published. Required fields are marked *