Description
ଖଲିଲ୍ ଜିବ୍ରାନ୍ଙ୍ ଙ୍କ “The Prophet”ର କାବ୍ୟାନୁସୃଜନ “ଦେବଦୂତ” ଏକ ଅନନ୍ୟ ଅନୁଭୂତିର ନିର୍ଯାସ। ସାଧାରଣ ଜୀବନର ଚଳମାନ ମାନବିକ ପରମ୍ପରାର ବାତ୍ତାର୍ବହ। ସମାଜର ବିଭିନ୍ନ ସମସ୍ୟା ଓ ସାଙ୍କେତିକ ଜିଜ୍ଞାସ ସମୂହର ଏକ ସମାଧାନର ସଂହିତା ରୂପେ ଏହାକୁ ବିବେଚନା କରାଯାଇପାରେ। ମଣିଷ ଜୀବନର ନିଭୃତ ଆଶା, ଆକାଙ୍କ୍ଷା ଓ ସେସବୁର ପରିପୂର୍ତ୍ତିର ଏକ ମାଧ୍ୟମ କହିଲେ ଅତ୍ୟୁକ୍ତି ହେବନି। ଭାବ ଓ ଭାଷାର ସଠିକ୍ ସମନ୍ବୟ ସହିତ ଅନୁବାଦଟି ନିଜସ୍ୱ ସ୍ୱତନ୍ତ୍ର୍ୟ ବହନ କରେ। ପ୍ରାଚ୍ୟ ଓ ମଧ୍ୟପ୍ରାଚ୍ୟର ଦର୍ଶନର ଅପୂର୍ବ ସମନ୍ବୟରେ ଏହି ଗ୍ରନ୍ଥଟି ସମୃଦ୍ଧ। ଏହା ଏକ ଅଭିରୁଚି ସମ୍ପନ୍ନ (Classic) ଗ୍ରନ୍ଥ ମାନ୍ୟତାପ୍ରାପ୍ତ। ଶ୍ରୀମଦ୍ ଭଗବଦ୍ଗୀତା ଓ ଉପନିଷଦୀୟ ଚିନ୍ତାଧାରାର ଅପୂର୍ବ ସମନ୍ବୟରେ ଏହା ପରିପୃଷ୍ଠ।
Reviews
There are no reviews yet.