Description
ସ୍ୱାଧୀନତା ପାଇଁ କେତେକ ମଲେ, ସ୍ୱାଧୀନତା କାରଣରୁ ଆଉ କେହି, ଧର୍ମ ପାଇଁ କେତେକ ମଲେ, ଧର୍ମର କାରଣରୁ ଆଉ କେହି, ଆଦର୍ଶ ପାଇଁ କେତେକ ମଲେ, ଆଦର୍ଶ କାରଣରୁ ଆଉ କେହି, ନିଜର ଆତ୍ମସମ୍ମାନ ପାଇଁ କେତେକ ମଲେ, ଆଉ କେତେକ ଅନ୍ୟର ସମ୍ମାନ ପାଇଁ, ନିଜର ଲଜ୍ଜା ପାଇଁ କେତେକ ମଲେ, କେତେକ ଅନ୍ୟର ଲଜ୍ଜା ପାଇଁ, ଏ ଯନ୍ତ୍ରଣା ଥିଲା ସମଗ୍ର ମାନବ ଜାତିର କେହି କୁହେ ସ୍ୱାଧୀନତା, ଆଉ କେହି ବିଭାଜନ।
Reviews
There are no reviews yet.