Description
କବି, କଥାକାର, ସ୍ତମ୍ଭକାର ଓ ସମ୍ପାଦକ ଅମିୟ ପାଣ୍ଡବଙ୍କ ସୃଜନ ସମ୍ଭାରରେ ଏହା 12ତମ ପୁସ୍ତକ। ବିଭ୍ରାନ୍ତି ଓ ବିଦ୍ବେଷ ବିରୋଧରେ ଐତିହାସିକ ତଥ୍ୟର ଉତ୍ତାପନ ଓ ଉନ୍ମୋଚନ ଏହି ସଂକଳନରୁ ସ୍ଵାତନ୍ତ୍ୟ। ଘୃଣା ଓ ହିଂସା ପରିବର୍ତ୍ତେ ପ୍ରେମ ଓ ଶାନ୍ତିର ଉଦ୍ଘୋଷଣା ଏହି ସଂକଳନର ଉଦ୍ଦେଶ୍ୟ। ସତ୍ୟର ପକ୍ଷଭୁକ୍ତ ହେବାକୁ ପ୍ରତିବଦ୍ଧ। ପ୍ରତିଟି ପାଠକଙ୍କୁ ଏହା ଆଚ୍ଛନ୍ନ, ଆକ୍ରାନ୍ତ ଓ ଆଲୋକିତ କର ରଖିବ ବୋଲି ଆମେ ଆଶାବାଦୀ।
Reviews
There are no reviews yet.