Description
କବି, କଥାକାର ଓ ସ୍ତମ୍ଭକାର ଭାବେ ବେଶ୍ ପରିଚିତ ଅମିୟ ପାଣ୍ଡବଙ୍କ ଏହା ୧୧ତମ ପୁସ୍ତକ। ବିଭିନ୍ନ ପ୍ରତିଷ୍ଠିତ ସମ୍ବାଦପତ୍ରରେ ନିୟମିତ ଭାବେ ନିଜ ନିର୍ଭୀକ ସ୍ୱରକୁ ଉତ୍ଥାପନ କରି ସେ ଗୋଟେ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି। ଏହି କିଛିଦିନ ଭିତରେ ଦେଶ ଓ ଆମ ସମାଜ ସାମ୍ନା କରୁଥିବା ତଥା ସର୍ବକାଳୀନ ଗୁରୁତ୍ୱ ବହନ କରୁଥିବା କିଛି ପ୍ରମୁଖ ପ୍ରଶ୍ନ ଓ ପ୍ରସଙ୍ଗ ଉପରେ ପର୍ଯ୍ୟବେସିତ ପଚଶଟି ପ୍ରକାଶିତ ଓ ପ୍ରଶଂସିତ ଲେଖାକୁ ସନ୍ନିବେଶିତ କରି ପ୍ରସ୍ତୁତ ହୋଇଛି ସଦ୍ୟତମ ସଂକଳନ ‘ନିର୍ଭିକ ନିଷ୍କର୍ଷ’। ସମାଜମନସ୍କ ପ୍ରତିଟି ମଣିଷ ଓ ପରିବର୍ତ୍ତନକାମୀ ପାଠକମାନଙ୍କ ପାଇଁ ଏହା ଉପାଦେୟ ହେବ ବୋଲି ଆଶା।
Reviews
There are no reviews yet.