Description
ପ୍ରଭୁ ମୁଁ ତାକୁଇ କହିବି ସେ ଯେଉ ମୂଳ ଆଧାର ଅଟେ ମୂଳ ଉ ଅଟେ। ଯେଉଠାରୁ ସବୁ ବାହାରିଥାଏ ଏବଂ ଯେଉଠାରେ ସବୁ ହଜିଯାଏ। ଏପରି ପ୍ରଭୁ ଆକାଶରେ କେଉଠାରେ ବସି ପାରି ନଥାଏ। ଏପରି ପ୍ରଭୁର କୌଣସି ସୀମା ହୋଇ ପାରେନା। ଏପରି ପ୍ରଭୁର କୌଣସି ବ୍ୟକ୍ତିତ୍ବ ହୋଇ ପାରେନା, କୌଣସି ଆକୃତି, କୌଣସି ରୂପ, କୌଣସି ଆକାର ହୋଇ ପାରେନା। କାହିଁକିନା ଯାହାଠାରୁ ସମସ୍ତ ଆକାର ବାହାରିଥାଏ ତା’ର ନିଜସ୍ବ ଆକାର ହୋଇ ପାରେ ନାହିଁ। ଯଦି ତା’ର ନିଜର ଆକାର ହେବ ତେବେ ତା ପାଖରୁ ଅନ୍ୟ ଆକାର ବାହାରି ପାରିବ ନାହିଁ।
Reviews
There are no reviews yet.