Description

ଏ ଯେଉ ମନୁଷ୍ୟ ଜାତି ଆଜି ଅତ୍ୟଧିକ କାମୁକ ହୋଇଯାଇଛି, ତା’ ପଛରେ ହାତ ରହିଛି ତଥାକଥିତ ଧର୍ମ ଏବଂ ସଂସ୍କୃତିର। ଏହା ପଛରେ ହାତ ରହିଛି ଏହି ସାଧୁସନ୍ଥ, ଧର୍ମଗୁରୁ ଓ ପ୍ରବଚକଙ୍କର। ଧର୍ମର ଶ୍ରେଷ୍ଠତମ ଅନୁଭବରେ ‘ମୁଁ’ ବିଲ୍କୁଲ୍ ମିଳେଇ ଯାଏ, ଅହଙ୍କାର ବିଲ୍କୁଲ୍ ଶୂନ୍ୟ ହୋଇଯାଏ। ଅବିକଳ ସେଇମିତି ସେକ୍ସ୍ରର ଅନୁଭବରେ କ୍ଷଣିକ ପାଇଁ ଅହଙ୍କାର ବିଲୀନ ହୋଇଯାଏ ‘ମୁଁ ଆଉ ମୋର’ର ଭାବ। ସମ୍ଭୋଗର ଚରମ ମିଳନ ମୁହୃର୍ତ୍ତରେ ସମାଧିର ସେହି ଝଲକ୍ ମାତ୍ର ଏକ କ୍ଷଣ ପାଇଁ ମିଳିଥାଏ।

Additional information

book-author

Reviews

There are no reviews yet.

Be the first to review “OSHO SAMBHOGA RU SAMADHI (Odia : ସମ୍ଭୋଗ ରୁ ସମାଧି )”

Your email address will not be published. Required fields are marked *