Description
ଆମେ କଣ ଭରି ନେଇଛେ ଆମ ଭିତରେ, ଏଥିରେ କୌଣସି ଫରକ ପଡ଼େ ନାହିଁ। ଆମେ କେବଳ ଡୁବିବାର ପ୍ରସ୍ତୁତି କରିଛେ। ପହଁରିବାର କୌଣସି ପ୍ରସ୍ତୁତି ଆମର ନାହିଁ। ଧର୍ମ ହେଲା ପହଁରିବାର କଳା ଅଟେ ଏବଂ ଆମେ ଯାହାସବୁ ଶିଖିଛେ ସେ ସବୁ ବୁଡ଼ିବାର ପ୍ରସ୍ତୁତି ଅଟେ। କେମିତି ଆମେ ଆମକୁ ଖାଲି କରିବା, କେମିତି ଆମେ ପହଁରିବାରେ ସମର୍ଥ ହେବା, କେମିତି ଆମେ ଜୀବନର ନୌକାକୁ ଅଜ୍ଞାନର ସାଗରରୁ କୂଳଯାଏଁ ପହୁଞ୍ଚାଇ ପାରିବା ଯେଉ କୂଳର ନାମ ପରମାତ୍ମା ଅଟେ, ଯେଉ କୂଳର ନାମ ପ୍ରଭୂ ଅଟେ, ଯାହାର ନାମ ସତ୍ୟ ଅଟେ।
Reviews
There are no reviews yet.