Description
ଦୟାକରି ତୁମେ ଭଗବାନଙ୍କୁ ଆଦୌ କିଛି ମାଗନାହିଁ। ତୁମର ମାଗିବାହିଁ ତୁମର ଆଉ ତା ମଝିରେ ଅନ୍ତରାୟ। ପ୍ରାଚୀର। ତୁମେ ତା ପାଖକୁ ଏପରି ଯାଅ – ଯେପରି ଆଦୌ କିଛି ପାଇବା ପାଇଁ ନୁହେଁ କେବଳ ଧନ୍ୟବାଦ ଜଣାଇବା ପାଇଁ। ଯାହା ସିଏ ତୁମକୁ ଦେଇଛି ତା ପ୍ରତି ଅନୁଗ୍ରହଭାବ ପ୍ରକଟ କରିବାପାଇଁ, କୃତଜ୍ଞତା ପ୍ରକାଶ କରିବା ପାଇଁ। ଏହା ପ୍ରକାଶ କରିବାପାଇଁ – ମୁଁ ଅଯୋଗ୍ୟ। ମୋ ଯୋଗ୍ୟତା ଠାରୁ ବହୁତକିଛି ଅଧିକ ତୁ ମୋତେ ଦେଇଛୁ। ମନ୍ଦିର, ମସଜିଦ୍ ରେ ତୁମ ପ୍ରାର୍ଥନା ତୁମ ମାଗିବା ନ ହେଉ। ତୁମର ଧନ୍ୟବାଦ ଦେବା ହେଉ। ଆନନ୍ଦରେ କୁହ ତୁମ ପ୍ରାର୍ଥନାରେ – ଥ୍ୟାଙ୍କ୍ ୟୁ ଭଗବାନ। ଥ୍ୟାଙ୍କ୍ ୟୁ। ଧନ୍ୟବାଦ।
Reviews
There are no reviews yet.