Availability: In Stock

Ajay Mohapatra’s Nirbachita Galpa (Odia) ଅଜୟ ମହାପାତ୍ରଙ୍କ ନିର୍ବାଚିତ ଗଳ୍ପ (B K Classics)

Original price was: ₹599.00.Current price is: ₹499.00.

Category:

Description

ଅଜୟ ମହାପାତ୍ର ବୃତିରେ ଯନ୍ତ୍ରୀ ହେଲେ ମଧ୍ୟ ଗପ, ଉପନ୍ୟାସ ଓ ନାଟକ ରଚନାରେ ସିଦ୍ଧହସ୍ତ। ବର୍ତ୍ତମାନ ସୁଦ୍ଧା ସେ ବାରଟି ଗଳ୍ପ ସଂକଳନ, ଏଗାରଟି ଉପନ୍ୟାସ ଓ ବାଇଶଟି ନାଟକ ରଚନା କରିବା ସହିତ ତିରିଶିରୁ ଊର୍ଦ୍ଧ ସିଭିଲ ଇଞ୍ଜିନିଅରିଂ ଓ ବାସ୍ତୁ ପୁସ୍ତକ ରଚନା କରିଛନ୍ତି। ତାଙ୍କର ପ୍ରତିଟି କାହାଣୀ ଜୀବନ୍ତ ଓ ବର୍ଣ୍ଣନାଶୈଳୀ ସ୍ୱତନ୍ତ୍ର! ତାଙ୍କ ଲେଖାରେ ଥାଏ ଯାଦୁ, ସେ ଯାଦୁରେ ପ୍ରତି ବର୍ଗର ପାଠକ ଆକର୍ଷିତ ହେବାକୁ ବାଧ୍ୟ। ତାଙ୍କର ଦୁଇଟି କାହାଣୀ ସିନେମାରେ ରୂପାନ୍ତରିତ ହୋଇ ଜାତିୟ ଓ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହୋଇଛି। ତାଙ୍କର ଅନେକ ଗଳ୍ପ ଟେଲିସିନେମା, ଟେଲିସିରିଏଲ ଓ ନାଟକରେ ରୂପାନ୍ତର କରାଯାଇଛି। ଜୀବନରେ ଘଟୁଥିବା ଅନେକ ଘଟଣା ଓ ଦୁର୍ଘଟଣା ଚମତ୍କାର ଗପରେ ରୂପାନ୍ତରିତ କରି ପାଠକଙ୍କ ପାଖରେ ପରଷିବାର କଲା ଅଜୟ ମହାପାତ୍ରଙ୍କୁ ଜଣା।

Reviews

There are no reviews yet.

Be the first to review “Ajay Mohapatra’s Nirbachita Galpa (Odia) ଅଜୟ ମହାପାତ୍ରଙ୍କ ନିର୍ବାଚିତ ଗଳ୍ପ (B K Classics)”

Your email address will not be published. Required fields are marked *