Availability: In Stock

THANK YOU THANK YOU BHAGAWAN (ODIA) ଥ୍ୟାଙ୍କ୍ ୟୁ ଥ୍ୟାଙ୍କ୍ ୟୁ ଭଗବାନ

Original price was: ₹199.00.Current price is: ₹149.00.

Category:

Description

ଦୟାକରି ତୁମେ ଭଗବାନଙ୍କୁ ଆଦୌ କିଛି ମାଗନାହିଁ। ତୁମର ମାଗିବାହିଁ ତୁମର ଆଉ ତା ମଝିରେ ଅନ୍ତରାୟ। ପ୍ରାଚୀର। ତୁମେ ତା ପାଖକୁ ଏପରି ଯାଅ – ଯେପରି ଆଦୌ କିଛି ପାଇବା ପାଇଁ ନୁହେଁ କେବଳ ଧନ୍ୟବାଦ ଜଣାଇବା ପାଇଁ। ଯାହା ସିଏ ତୁମକୁ ଦେଇଛି ତା ପ୍ରତି ଅନୁଗ୍ରହଭାବ ପ୍ରକଟ କରିବାପାଇଁ, କୃତଜ୍ଞତା ପ୍ରକାଶ କରିବା ପାଇଁ। ଏହା ପ୍ରକାଶ କରିବାପାଇଁ – ମୁଁ ଅଯୋଗ୍ୟ। ମୋ ଯୋଗ୍ୟତା ଠାରୁ ବହୁତକିଛି ଅଧିକ ତୁ ମୋତେ ଦେଇଛୁ। ମନ୍ଦିର, ମସଜିଦ୍ ରେ ତୁମ ପ୍ରାର୍ଥନା ତୁମ ମାଗିବା ନ ହେଉ। ତୁମର ଧନ୍ୟବାଦ ଦେବା ହେଉ। ଆନନ୍ଦରେ କୁହ ତୁମ ପ୍ରାର୍ଥନାରେ – ଥ୍ୟାଙ୍କ୍ ୟୁ ଭଗବାନ। ଥ୍ୟାଙ୍କ୍ ୟୁ। ଧନ୍ୟବାଦ।

Reviews

There are no reviews yet.

Be the first to review “THANK YOU THANK YOU BHAGAWAN (ODIA) ଥ୍ୟାଙ୍କ୍ ୟୁ ଥ୍ୟାଙ୍କ୍ ୟୁ ଭଗବାନ”

Your email address will not be published. Required fields are marked *